ଜିଳି ଗଲା ଚଳନ୍ତା କର, ଅଳ୍ପକେ ବର୍ତ୍ତୀଗଲେ ୩

Spread the love


କଟକ:ଚଳନ୍ତା କାର ରେ ଲାଗିଲା ନିଆଁ। ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ସରଦୋଳା ନିକଟରେ ସୋର ରୁ କଟକ ଅସୁଥୁବା ଏକ କାର ଷଣ୍ଢକୁ ବଞ୍ଚାଇବାକୁ ଯାଇ ବ୍ରେକ ମାରିବାରୁ ଘଟିଛି ଏହି ଦୃ।ଘଟଣା। କାର ରେ ଥିବା ୩ଜଣ ଯାତ୍ରୀ ଜୀବନ ବିକଳରେ ବାହାରକୁ ଚାଲିଆସିଥିବା ବେଳେ। ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିପାରିନଥିଲା।ପରେ ଦମକଳ ବାହିନୀ ପହଁଚିଲା ବେଳକୁ କାର ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିବା ଦେଖାଯାଇଥିଲା

Leave a Reply

Your email address will not be published. Required fields are marked *