ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଉତ୍ସବ ପାଳିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଢ଼ିଗଢିଆ ରେ ଆମ ପରି ଯୁବକଙ୍କ ପ୍ରେରଣା ର ସ୍ରୋତ ଅଗ୍ନିବର୍ଷୀ ବକ୍ତା, କବି, ମହାନ ରାଷ୍ଟ୍ରନାୟକ ଭାରତ୍ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଜି ଙ୍କର ଜନ୍ମ ଜୟନ୍ତୀ ରେ କୋଟି କୋଟି ପ୍ରଣାମ ଜଣାଇ ଖଇରା ବ୍ଲକ ତୁରିଗଡିଆ ମଣ୍ଡଳ କାର୍ଯ୍ୟାଳୟ ରେ ପୂଜ୍ୟ ପୂଜା ର କର୍ଯ୍ୟକର୍ମରେ ଉପସ୍ଥିତ ଯୁବନେତା ଇଂ. ରାଜେଶ ମହାକୁଡ଼ ଓ ମଣ୍ଡଳ ସଭାପତି ମହେଶ୍ୱର ନାଥ ଓ ସମସ୍ତ ନେତୃବୃନ୍ଦ।ଆଜି ଜସ୍ଵସି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଖଇରା ବ୍ଲକ ତୁରିଗଡିଆ ଜୋନ୍ କାର୍ଯ୍ୟାଳୟ ରେ ମଣ୍ଡଳ ସଭାପତି ମହେଶ୍ବର ନାଥ ଓ ଯୁବ ନେତା ଇଂ. ରାଜେଶ ମହାକୁଡ଼ କ ତତତ୍ଵାବଧାନରେ ଆନନ୍ଦ ନାୟକ, ସୁରେନ୍ଦ୍ର ପ୍ରସାଦ ନାୟକ, ଜ୍ୟୋତିରଂଜନ ସାହୁ, ପ୍ରଭାଂଶୁ ସିଂହ, ଦାମୋଦର ଦାସ, ଜନର୍ଡନ ଦାସ, ଲକ୍ଷ୍ମୀକାନ୍ତ ସାହୁ, ମନୋଜ ପତି, ମାନସ ମୁଦୁଲି ଓ ଅନେକ ନେତୃବୃନ୍ଦ ମନେ ଉପସ୍ଥିତ ରହି ମନ୍ୟ ବର ପ୍ରଧାନ ମନ୍ତ୍ରୀ କ ଅଭିଭାଷଣ ଓ ଉପଦେଶ ସୁଣିଲେ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *