ଗଁଦିଆ JMFC କୋର୍ଟରେ ଐତିହାସିକ ରାୟ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ JMFC କୋର୍ଟ ରେ ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ହୋଇଥିବା କେଶକୁ ନେଇକି ଏକ ଐତିହାସିକ ରାୟ ପ୍ରକାଶ ପାଇଛି, ଘଟଣା ରୁ ପ୍ରକାଶ ଯେ ଗଁଦିଆ ବ୍ଲକ ଅଧିନସ୍ତ ଗୁଣ୍ଡୁରାପସୀ ଗ୍ରାମପଞ୍ଚାୟତ ରେ 2022ନିର୍ବାଚନ ରେ ବର୍ତମାନ ର ନିର୍ବାଚିତ ସରପଞ୍ଚ ଗୌତମ ପ୍ରଧାନ ଏକ ଖଣ୍ଡ ଭୋଟ ରେ ଅରୁଣ କୁମାର ବେହେରା ଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ,ସରପଞ୍ଚ ଗୌତମ ପ୍ରଧାନ ଙ୍କ ବିଜୟ କୁ ଚ୍ୟଲେଞ୍ଜେ କରି ଏକ ମାମଲା ୠଜୁକରି ଗଁଦିଆ ନ୍ୟାୟାଳୟ ର ଦ୍ଵାରସ୍ତ ହୋଇଥିଲେ,ଗତ 2 ମାର୍ଚ୍ଚ ରେ ଗଁଦିଆ କୋର୍ଟ ବର୍ତମାନ ସରପଞ୍ଚ ପ୍ରଧାନ ଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି, ସରପଞ୍ଚ ପ୍ରଧାନ ଙ୍କ କେଶ କୁ ପରିଚାଳନା କରୁଚିଲେ ବରିଷ୍ଠ ଆଡ଼ଭୋକେଟ ଦିପ୍ତୀଶ ପଟ୍ଟନାୟକ ଓ ବିକ୍ରମ କିଶୋରୀ ସାହୁ ଏବଂ ଅପରପକ୍ଷରେ ପରାଜିତ ସରପଞ୍ଚ ଅରୁଣ କୁମାର ବେହେରା ଙ୍କ କେଶ କୁ ପରିଚାଳନା କରୁଥିଲେ ବରିଷ୍ଠ ଆଡ଼ଭୋକେଟ ସୁଭାଶିଷ ମିଶ୍ର ଓ ହେମନ୍ତ କୁମାର ନାୟକ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *