ଆମଜ଼ନ ପ୍ରାଇମି ଭିଡ଼ିଓରେ ରିଲିଜ ହୋଇଥିଲା ଚଳଚିତ୍ର ଦୁର୍ଗାମତି

Spread the love

ଡ଼ିସେମ୍ବର ୧୧ରେ ଆମଜ଼ନ ପ୍ରାଇମି ଭିଡ଼ିଓରେ ରିଲିଜ ହୋଇଥିଲା ଚଳଚିତ୍ର ଦୁର୍ଗାମତି l ଫିଲ୍ମଟି ଜି.ଅଶୋକଙ୍କ ଦ୍ୱାରା ନିର୍ଦେଶିତ ହିନ୍ଦୀ ହ୍ରରର ଥ୍ରୀଲେ ଚଳଚିତ୍ର ଦୁର୍ଗାମତି l ୨୦୧୮ରେ ରିଲିଜ ହୋଇଥିବା ତାଙ୍କର ତେଲଗୁ-ତମିଲ ବେଲୁଇଙ୍ଗାଲ ଭାଗାମଥୀର ରୀମେକ l ଏଥିରେ ମୁଖ୍ୟ ଭୂମିକା ଭାବେ ଭୂମି ପେଦନେକର ଏହି ଚଳଚିତ୍ରରେ ଚଂଚଳ ଚୌହାନ (ଆଇଏସ) ଓ ଅର୍ଶଦ ବର୍ଷି,ଈଶ୍ୱର ପ୍ରସାଦ, ଜିସହୁ ସେନଗୁପ୍ତା ( ACP) ଅଭୟ ସିଂ ଓ ମାହି ଗିଲ ଯିଏ କି ସତାକସି ଗାଙ୍ଗୁଲି (CBI) ଭୂମିକାରେ ଅଭିନୟ କରିଛନ୍ତି l

ଫିଲ୍ମଟିରେ ଈଶ୍ବର ପ୍ରସାଦ ରାଜନୀତି ଶକ୍ତିର ବଳରେ କିପରି ସେ ଅଞ୍ଚଳର ଉନତି କରିବାନାରେ ଲୋକଙ୍କୁ ଭ୍ରମିତ କରି ତାଙ୍କ ଭୂମି ଏବଂ ତାଙ୍କର ମନ୍ଦିର ସମ୍ପତ୍ତି ସମସ୍ତ ମୂଲ୍ୟବାନ ମୂର୍ତ୍ତିକୁ ଚୋରି କରି ନେଇ ବିଦେଶରେ ବିକ୍ରି କରିବା ଉଦେଶ୍ୟରେ ଥିଲେ l କିନ୍ତୁ ଚଞ୍ଚଲ ଚୌହାନ ଯିଏ କି ତାଙ୍କ ସେକ୍ରେଟେରୀ ନିଜର ବୃଦ୍ଧି ବଳରେ ଏହା ସବୁ ରୋକି ପାରିଥିବା ଦର୍ଶାଇଛନ୍ତି l
କରୋନା ମହାମରୀ ଯୋଗୁଁ କୌଣସି ସିନେମା ହଲ ନ ଖୋଲିଥିବା ବେଳେ ଆମଜନ ପ୍ରାଇମି ଦ୍ୱାରା ରିଲିଜ କରାଯାଇଥିବା ଦୁର୍ଗାମତି ଫିଲ୍ମଟିକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *