ସ୍ୱାୟତ୍ତ ଶାସନ ଦିଵସ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ

Spread the love

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଏନସିରେ ଆଜି ୫୬ତମ ସ୍ୱାୟତ୍ତ ଶାସନ ଦିଵସ ପାଳିତ । ମୁଖ୍ୟ ଅତିଥିଭାବେ ଯୋଗଦେଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା.ସେପଟେ ବାଙ୍କୀ ସହରର ବିକାଶକୁ ନେଇ ନିର୍ମାଣ କରାଯାଇଥିବା ବିଭିନ୍ନ ଉର୍ନ୍ନୟନ ମୂଳକ ପ୍ରକଳ୍ପରକଲେ ଶୁଭ ଉଦଘାଟନ । ଏହି ଅବସରର ସ୍ଥାନୀୟ ଟାଉନ ମଧ୍ୟରେ ଥିବା କଲ୍ୟାଣୀ ମଣ୍ଡଳରେ ଏକ ସାଧାରଣ ସଭା ଆୟୋଜନ କରଯାଇଥିଲା । ନିର୍ଭିକତାର ସହିତ ସାଧାରଣ ଜନତାଙ୍କୁ ନିଷ୍ଠାପର ସହ ସେବା ଯୋଗାଇ ଦେଇ ଆସିଥିବାଅଧିକାରୀ, କର୍ମଚାରୀଙ୍କୁ କରାଯାଇଥିଲା ସଂମ୍ମାନିତ. ।ଆଗାମୀ ଦିନରେ କିଭଳି ବାଙ୍କୀ ଏନେସି କିଭଳି ସ୍ଵଚ୍ଚ ,ସମୃଦ୍ଧ ଏନଏସି ହୋଇ ଗଢ଼ି ଉଠିବ ସେହି ଲକ୍ଷନେଇକାମ କରିବା ସହ ଆଗେଇ ଆସିବାକୁ ଆହୁଆନ ।

Leave a Reply

Your email address will not be published. Required fields are marked *