ଆମେରିକା ୪୬ତମ ରାଷ୍ଟ୍ରପତି ହେଲେ ଜୋ ବାଇଡେନ

Spread the love


ୱାସିଂଟନ :ଆମେରିକାର ନୂଆ ତଥା ୪୬ତମ ରାଷ୍ଟ୍ରପତି ହେଲେ ଡେମୋକ୍ରାଟିକ ପାଟିର ଜୋ ବାଇଡେନ୍ । ଜୋ ବାଇଡେନ୍‌ ବର୍ତ୍ତମାନର ରିପ୍ଲବିକାନ ପାଟିର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ପରାସ୍ତ କରିଛନ୍ତି। ସବୁଠୁ ଅଧିକ ଭୋଟ ବ୍ୟବଧାନରେ ଜିତି ନୂଆ ରେକର୍ଡ କରିଛନ୍ତି। ବାଇଡେନଙ୍କ ୨୭୩ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କ ସପକ୍ଷରେ ୨୧୩ ଭୋଟ ମିଳିଛି । ୭୮ ବର୍ଷୀୟ ବାଇଡେନ୍ ବାଇଡେନ୍‌ ସବୁଠୁ ବୟସ୍କ ବ୍ୟକ୍ତି ରାଷ୍ଟ୍ରପତି ହେଲେ। ଅପରପକ୍ଷରେ ଭାରତୀୟ ମାଟିର କମଳା ହାରିସ୍‌ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି। ଆମେରିକାରେ ନୂଆ ରାଷ୍ଟ୍ରପତିଙ୍କୁ ନେଇ ଆମେରିକା ବାସି ବିଜୟ ଉଲ୍ଲାସ ପାଳନ କରିଛିନ୍ତି ।ସ୍ଵାଗତ କରିବା ଲାଗି ହାତରେ ପୋଷ୍ଟର ଧରି ରାସ୍ତାକୁ ଓହ୍ଲାଇଛନ୍ତି ଆମେରିକା ବାସି । ୨୦ ତାରିଖରେ ଶପଥ ଗ୍ରହଣ ସମାରୋହ |

Leave a Reply

Your email address will not be published. Required fields are marked *