କାର୍ତ୍ତିକ ପୂଣ୍ଣିମା ପାଳିତ

Spread the love

ଓଡ଼ିଶା: କରୋନା କଟକଣାରେ କାର୍ତ୍ତିକ ପୂଣ୍ଣିମା ଉତ୍ସବ ପାଳିଲେ ଓଡ଼ିଶାବାସି। ସକାଳୁ ସକାଳୁ ନଦୀ ଓ ପୋଖରିରେ ବୁଡ ପକାଇ ସହ ଆକା ମା ବୋଇ, ପାନ, ଗୁଆ ଥୋଇ,ପାନ ଗୁଆ ତକ ତୋର ,ମାସକ ଧରମ ମୋର କହି ଡଙ୍ଗା ଭସାଇଛନ୍ତି।  ରଙ୍ଗ ବେରଙ୍ଗ ମୁରୁଜ ପକା ଝୋଟିରେ ଗାଁ ଦାଣ୍ଡ ଛାଇ ହୋଇଛି। କେତେକ ସ୍ଥାନରେ ୫ରୁ ୧୦ ଜଣ ଭିତରେ ଖୋଳ ସଂକିର୍ତ୍ତନରେ  ପୁଣ୍ୟ କାର୍ତ୍ତିକ ମାସର ଅନ୍ତିମ ଦିବସକୁ ପାଳିଛନ୍ତି।

ପୁଲି ପିସିଆର ଭ୍ୟାନର କଡା ପଇଁତରା ଶତ୍ତ୍ବେ ସବୁ କିଛି ଲୁଚି ଛପି ପାଳନ ହୋଇଛି କୋଭିଡ ନିୟମ ପଳନ ଅନୁଶାରେ ସାମିଜିକ ଦୂରତା ରକ୍ଷା କରି ।

Leave a Reply

Your email address will not be published. Required fields are marked *