Press the Power Of People
ଭୁବନେଶ୍ଵର, (ନାଗରାଜ ନ୍ୟୁଜ ): ୧୧/୦୮/୨୦୨୦
ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କରୋନା ପଜେଟିଭ ହୋଇଛନ୍ତି। ଏକଥା ସେ ନିଜେ ଟୁଇଟ କରି ଜଣାଇଛନ୍ତି। ସେ ସୁସ୍ଥ ଅଛନ୍ତି। ତାଙ୍କ ପାଖକୁ ଆସିଥିବା ଲୋକମାନେ ଡାକ୍ତରଙ୍କୁ ସାକ୍ଷାତ କରି ପରାମର୍ଶ ନେବାକୁ କହିଛନ୍ତି।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.