କଳାକାରମାନଙ୍କୁ ସମ୍ବର୍ଦ୍ଧିତ

Spread the love

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଓଡିଶା ସରକାରଙ୍କ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଏବଂ ଜ଼ିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁର ଦ୍ୱାରା ଆୟୋଜିତ ସମ୍ବଲପୁର ଲୋକ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ସାଂସଦ ରାଜ୍ୟସଭା ଶ୍ରୀ ନିରଞ୍ଜନ ବିଶି,ଏବଂ ବିଶିଷ୍ଟ କଳାକାର ମାନଙ୍କୁ ମାନପତ୍ର,ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ .

Leave a Reply

Your email address will not be published. Required fields are marked *