ସ୍ଥିତି ଅନୁଧ୍ୟାନ କଲେ ମେୟର ଓ ସିଏମସିର ବରିଷ୍ଠ ଅଧିକାରୀ

Spread the love

କଟକ, (ନାଗରାଜ ନ୍ୟୁଜ): ସବଳ ହେଉଛି ଲଘୁଚାପ ବୃଦ୍ଧି ପାଉଛି ବର୍ଷା । ଯାହା ଫଳରେ ଏବେ ସାରା ଓଡ଼ିଶା ସମେତ କଟକର ବିଭିନ୍ନ ସ୍ଥାନରେ ଲାଗିରହିଛି ଲଗାଣ ବର୍ଷା ।ଯାହା ଜଳବନ୍ଦି ସମସ୍ୟା ଉପୁଜିବାର ଭୟ ଥିବା ଯୋଗୁ ଆଜି କଟକ ମେୟର, ସିଏମସି କମିଶନର, ସିଏମସି ଅଧିକାରୀ, ଜାଇକା ଅଧିକାରୀ ଓ କର୍ପୋରେଟର ବିଭିନ୍ନ ଜଳ ନିଷ୍କାସନ ପଏଣ୍ଟ ମାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ସହର ଭିତରେ କେଉଁଠି ଜଳବନ୍ଦୀ ସମସ୍ୟା ଉପୁଜି ନାହିଁ ।ସ୍ଥିତିର ମୁବବିଲା କରିବା ପାଇଁ ୨୫୦ରୁ ଉର୍ଦ୍ଧ୍ୱ ପମ୍ପ ସେଟ୍‌, ଭୋଲ୍‌ ପମ୍ପ ଆଦି ବିଭିନ୍ନ ସ୍ଥାନରେ ଳଗାଯାଇଛି।

Leave a Reply

Your email address will not be published. Required fields are marked *