Press the Power Of People
ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଟାଉନଥାନା ସମୁଖରେରେ ଆମ୍ବୁଲାନ୍ସ ସେବାର ମକ ଡ୍ରେଲ ହୋଇଛି । ଏଥିରେ ବହୁତ ଅନୁଷ୍ଠାନ ଯୋଗ ଦେଇଥିଲେ । କେମିତି ରଥ ଯାତ୍ରାରେ ଭକ୍ତଙ୍କ କିଛି ଅସୁବିଧା ହେବନି । ସେମାନଙ୍କୁ ଆମ୍ବୁଲାନ୍ସରେ ନିଆଯିବ, ଆଉ ସୁରକ୍ଷା ପ୍ରଦାନ କରାଯିବ । ସେନେଇ ଆଜି ମକ ଡ୍ରେଲ୍ଲ ହୋଇଥିଲା ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.