ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଙ୍ଗଡକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ଓ ଗ୍ରାମର ନିର୍ବାଚିତ ପ୍ରତିନିଧି

Spread the love

ଚନ୍ଦକା,(ନାଗରାଜ ନ୍ୟୁଜ): ଭୁବନେଶ୍ବର ମହାନଗର ନିଗମର ଅଳିଆ ଆବର୍ଜନା ପଡ଼ିବାକୁ ନେଇ ଚାଲିଥିବା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ. | ଆଜି ସ୍ଥାନିୟ ବିଧାୟକ ସୁରେଶ କୁମାର ରାଉତରାୟ. ସରପଞ୍ଚ ତପନ କୁମାର ଚକ୍ରବ୍ରତୀ. ବ୍ଲକ୍ ଉପାଧ୍ୟକ୍ଷ ଅଜିତ୍ କୁମାର ଶ୍ରୀଚନ୍ଦନ. ସମ୍ପାଦକ ତପନ ବଳିଆରସିଂହ ଗ୍ରାମ ବାସି ମିଳିତ ଭାବେ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀକୁ ସୌଜନ୍ୟମୂଳକ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି | ଭୁଆସୁଣୀ ଅଳିଆ ଆବର୍ଜନା ପଡ଼ିବାକୁ ନେଇ ଦିର୍ଘ ଚଉଦ ବର୍ଷ ହେଲା ଯେପରି ବି ଏମ୍ ସି ଯୋର ଜବରଦସ୍ତ ଅଳିଆ ଆବର୍ଜନା ପକାଉଛି ଆମ୍ଭେ ପାଞ୍ଚ ପଞ୍ଚାୟତବାସି ବୋହୁ ରୋଗରେ ଆକ୍ରାନ୍ତ ହୋଇ ଅଛୁ |ଗୋରୁ ଗାଈ ମାନଂକ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅଞ୍ଚଳବାସୀଙ୍କ ଦୁଃଖ ନକହିଲେ ଭଲ | ଆପଣକୁ ନିବେଦନ ଆମ୍ଭେ କାରୁ ଏହାର ଏକ ସ୍ଥାୟୀ ସମାଧାନ କରାଯାଉ | ମନ୍ତ୍ରୀ ଉଷାଦେବୀ ଖୁବ୍ ଶୀଘ୍ର ମହାନଗର ନିଗମ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |

Leave a Reply

Your email address will not be published. Required fields are marked *