ନୂଆବଜାର ହାଇସ୍କୁଲ 1982 ବ୍ୟାଚର ବନ୍ଧୁମିଳନ

Spread the love

କଟକ,(ନାଗରାଜ ନ୍ୟୁଜ): ନୂଆବଜାର ହାଇସ୍କୁଲ 1982 ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ଅଜୟ ସୁତାର ଙ୍କର ତତ୍ୱାବଧାନରେ 82 ବ୍ୟାଚ ର ସହପାଠୀ ସହପାଠୀନି ମାନେ ଅତୀତର ସ୍ମୃତି ଚରଣ କରିଥିଲେ l ଏହି ଅବସରରେ ଦିବ୍ୟଂଗତ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥି ସହିତ ସ୍କୁଲ ର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା l ନିରଞ୍ଜନ ମଲ୍ଲିକ, ଉମେଶ ସାହୁ, ଲକ୍ଷ୍ମୀ ଧର ସାହୁ, ଶଶାଙ୍କ ଚୌଧୁରୀ, ଭରତ ମହାରଣା, ରାମଚନ୍ଦ୍ର ପଣ୍ଡା, ଶିବ ପ୍ରସାଦ ସାହୁ, ପିୟୁଷ ମହାନ୍ତି, ସୋମଦତ୍ତ ନାୟକ, ସରୋଜ ପଣ୍ଡା, ଦୀପ୍ତି ମହାପାତ୍ର, ଭାରତୀ ପଣ୍ଡା, ଶ୍ୟାମଳୀ ଲେଙ୍କା, ଗାୟତ୍ରୀ ପଶାୟତ, ସନ୍ଧ୍ୟାରାଣୀ ବସ୍ତିଆ, କଳ୍ପନା ପ୍ରଧାନ,ମିନତି ବାରିକ, ରଞ୍ଜନ ମହାରଣା, ଶୁଭେନ୍ଦ୍ର ପଟ୍ଟନାୟକ,ଅଶୋକ ରାଉତ, ସଞ୍ଜୟ ଦାଶ ଶୁସିମ୍ ଶାହା,ରଶ୍ମିରଞ୍ଜନ ମୁଦୁଲି,ପ୍ରଦୀପ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *