ଭଦ୍ରକରୁ ପଶ୍ଚିମବଙ୍ଗ ବସ ଚଳାଚଳ ବାତିଲ

Spread the love

ଭୁବନେଶ୍ଵର,୧୩।୭ (ଏନ୍ ନ୍ଯୁଜ୍) ଭଦ୍ରକ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସମସ୍ତ ଯାତ୍ରୀବାହୀ ବସ ଚଳାଚଳ ବାତିଲ କରିଛନ୍ତି ଜିଲ୍ଲା ପ୍ରଶାସନ। ଜିଲ୍ଲା ରେ କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସାମୟିକ ଭାବେ ବସ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ପ୍ରଶାସନ। ଏ ସଂକ୍ରାନ୍ତରେ ସୁପରିଟେଣ୍ଡେଣ୍ଟ ପୁଲିସ, ସଵକଲେକ୍ଟର, ଏସ୍‌ଡିଏମ୍, ଆରଟିଓ, ସମସ୍ତ ତହସିଲଦାର ଓ ବସ ମାଲିକ ସଂଘକୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ।

Leave a Reply

Your email address will not be published. Required fields are marked *