ପାଣିରେ ବୁଡି ବୃଦ୍ଧାଙ୍କ ମୃତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ପାଣିରେ ବୁଡି ଜଣେ ବୃଦ୍ଧା ଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି ପୋଲିସଠାରୁ ପ୍ରକାଶ ନିହଲପ୍ରସାଦ ଥାନା ଅନ୍ତର୍ଗତ କୋକୁଆ ଝର ଗ୍ରାମର ରାମ ମୁଣ୍ଡା ପତ୍ନୀ ରୁପା ମୁଣ୍ଡା70ବର୍ଷ ଘର ପାଖପୁଖି ଥିବା ଏକ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲା ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି ମଧ୍ୟକୁ ଚାଲିଯାଇଥିଲା ବୁଢ଼ୀ ପାଣିରେ ବୁଡି ଯାଇଥିବା ଦେଖି ପାଖରେ ଥିବା ଲୋକ ତାକୁ ଉଦ୍ଧାର କରିଥିଲେ ଉଦ୍ଧାର କରିବାର ପରେ ଘଟଣା ସ୍ଥଳରେ ତାର ଦେହାନ୍ତ ହୋଇଥିଲା ଖବର ପାଇ ନିହଲପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକର ଦେହକୁ ଜବତ କରି କେସ ନଂ6ରେ ଏକ ଅପମୃତ ମାମଲା ରୁଜୁ କରି ମୃତକର ଶବ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ମେଡିକାଲ କୁ ପଠାଇ ଥିବାର ପୋଲିସଠାରୁ ପ୍ରକାଶ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *