ର୍ଦୂଘଟଣାରେ ସାଳିଆପତାନି ମୃତ

Spread the love

ନାଗରାଜ ନ୍ୟୁଜ୍:  ବାରଙ୍ଗ ବ୍ଲକ ଅନ୍ତର୍ଗତ  ପୁରି ମୁଖ୍ୟ କେନାଲ ବନ୍ଧ ରାସ୍ତାର ଶ୍ରୀବନ୍ତପୁର ଗ୍ରମା ପାଖରେ  ଅଜଣା ଗାଡି ଧକାରେ ଏକ ସାଳିଆପତାନିର ମୃତ୍ୟୁ ହୋଇଛି। ସାଳିଆପତାନିଟି ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ମୃତ ଶାଳିଆପତାନିଟି ମାଈ ଓ ତାର ବୟସ ୩  ବର୍ଷରୁ ଉର୍ଦ୍ଧ୍ବ  ହେବ। ନିକଟରେ କେହି  ଦୁର୍ବୁତମାନେ ନିଆଁ ଲଗାଇ ଦେବାରୁ ଆଖପାଖ ଗଛ ବୁଦା ପୋଡିଯାଇଥିଲା। ଫଳରେ ବାସହରା ହୋଇ  ସାଳିଆପତାନି ଭଳି କ୍ଷୁଦ୍ର ଏଣେ ତେଣେ ବୁଲୁଛନ୍ତି।

Leave a Reply

Your email address will not be published. Required fields are marked *