ପୁରୀରେ ଓଡିଶା ବନ୍ଦର ଆଂଶିକ ପ୍ରଭାବ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ଓଡିଶା ବନ୍ଦର ଆଂଶିକ ପ୍ରଭାବ। ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲା ରହିଛି। ରେଳଚଳାଚଳ ମଧ୍ୟ ସ୍ୱଭାବିକ ରହିଛି। ରାସ୍ତାଘାଟରେ ଗାଡିମଟର ଚଳ ସ୍ୱଭାବିକ ରହିଛି। ତେବେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ କାଁଭାଁ ସ୍ଥାନରେ ବିକ୍ଷୋଭ ପ୍ରତିବାଦ କରାଯାଉଛି। କଂଗ୍ରେସ ପକ୍ଷରୁ ଏହି ଓଡିଶା ବନ୍ଦକୁ ସମର୍ଥନ କରୁଥିଲେ ସୁଦ୍ଧା ପୁରୀରେ ସେଭଳି ପ୍ରଭାବ ଦେଖିବାକୁ ମିଳୁନାହିଁ। ପୁଲିସ ଘଟଣା ଉପରେ କଡା ନଜର ରଖିଥିବା କହିଛନ୍ତି ସିଟି ଡିଏସପି ଜନାର୍ଦ୍ଦନ ପାଢୀ।

Leave a Reply

Your email address will not be published. Required fields are marked *