ପୁରୀ ପ୍ରତିଶ୍ରୁତି ପରିବାର ତରଫରୁ ବୃକ୍ଷରୋପଣ

Spread the love

ପୁରୀ,(ନାଗରାଜ ନ୍ୟୁଜ): ସବୁଜବିପ୍ଲବ ଉଦ୍ଦେଶ୍ୟରେ ପ୍ରତିଶ୍ରୁତି ଆନୁକୂଲ୍ୟରେ ପୁରୀ ମୁନିସପାଲଟି ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁନିସପାଲଟି ଶିକ୍ଷା ଅନୁଷ୍ଟାନର ପ୍ରଧାନ ସିକ୍ଷକ ସନ୍ତଷ କୁମାର ଦାଶ,ଏହି କାର୍ଯ୍ୟକ୍ରମକୁ ତ୍ଵରାନିତ୍ବ କରିଥିରେ । ପ୍ରତିଶ୍ରୁତି ପରିବାର ସଭାପତି ପଦ୍ମଚରଣ ମହାପାତ୍ର, ପିୟଙ୍କା ମହାପାତ୍ର, ଉପସଂମ୍ପାଦକ ଜୟକୃଷ୍ଟ ଦାସ,କୋଷାଧ୍ୟକ୍ଷ ସ୍ବଣୈଲତା ପରମଗୃରୁ, ସମସ୍ତ ସଭ୍ୟ ମନରଞ୍ଜନ ଜେନା, ପ୍ରଦ୍ଵୁମ୍ପ ସାହୁ, ଚନ୍ଦନା ମହାପାତ୍. ରଥ ସଂଯୁକ୍ତା ତିପାଠି, ସ୍ବଣୋକାମନ ହୋତା,ସୁ ଦଶ ପଣ୍ଡା ନବକିଶୋର ବରାଳ ଉପସ୍ତିତ ରହି ୧୦୦ରୁ ଉଦ୍ଧ୍ୱର୍ ବୃକ୍ଷରୋପଣ କରିଥିରେ ।

Leave a Reply

Your email address will not be published. Required fields are marked *