ଗାଡ଼ି କାଟୁଥିବା କବାଡ଼ିଆ ସହିତ ୧୪ ଚକିଆ ଟ୍ରକକୁ ଜବତ କଲା ଗଁଦିଆ ପୁଲିସ

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ଚିତ୍ତଲପୁର ର ବିଜୟନଗର ଗ୍ରାମ ରେ ବହୁଵର୍ଷଧରି ବିଜୟପୃଷ୍ଟି ପିତା ଅଲେଖପୃଷ୍ଟି ସାଧାରଣ ଜନତାଙ୍କ ଆଖିରେ ଧୂଳି ଦେଉଥିଲା l ରାତିଅଧରେ ବେଧଡ଼କ ଭାବେ ସହ ସହ ଚୋରା ଗାଡ଼ି ମଟର ସାଇକେଲ ଠାରୁ ଆରମ୍ଭ କରି ୧୪ଚକିଆ ଟ୍ରକ ,ଡମ୍ଫର ପର୍ଯ୍ୟନ୍ତ,ଏପରି କି ଶହ ଶହ ରେଳ ଲାଇନ ଲୁହା ପୋଲ ଏବଂ ଲୁହା ଇଲେକ୍ଟ୍ରି ଖୁଣ୍ଟ କୁ ରାତାରାତି ଗ୍ୟାସ କଟରରେ କାଟି ସଫା କରିଦେଉଥିଲେ  ଚୋରା କବାଡିଆ ବିଜୟ ପୃଷ୍ଟି l  କୌଣସି ସୂତ୍ରରୁ ଖବର ପାଇ ଗଁଦିଆ ଥାନାକୁ ଟ୍ରେନିଙ୍ଗରେ ଆସିଥିବା DSP ଅମ୍ବିତ ମହାନ୍ତି ଚତୁରତାର ସହିତ ପହଁଚିଥିଲେ କବାଡ଼ି ଦୋକାନରେ l  ଚଉଦ ଚକିଆ ଗାଡି ନମ୍ବର MH 28 BB 1129 କୁ ସିଜ୍ କରିବା ସହିତ ଡ୍ରାଇଭର ଓ ମାଲିକ ବିଜୟ ପୃଷ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *