ଜଳଦା ଗ୍ରାମରେ ମା ଧନଧାତ୍ରୀ ଗଜଲକ୍ଷ୍ମୀ ପୂଜା ପାଇଁ ଜନ ସମାଗମ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଜଳଦା ପଞ୍ଚାୟତ ଅଧିନସ୍ଥ ଜଳଦା ଗ୍ରାମରରେ ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା ସହିତ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟ କମ୍ର ସାର୍ବଜନୀନ ଲକ୍ଷ୍ମୀ ପୂଜା କମିଟି ଓ ଜଳଦା ଗ୍ରାମର ଗ୍ରାମବାସୀ ଧୁମ୍ ଧାମରେ ପାଳନ କରି ଆସୁଛନ୍ତି ଦେଖିବାକୁ ମିଳିଛି . ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା ଆସିଲେ ସାର୍ବଜନୀନ ପୂଜା କମିଟି ଓ ଗ୍ରାମ ବାସୀ ପୂଜା ମଣ୍ଡପ ବୁଲି ମାଆ ଙ୍କ ଦର୍ଶନ କରିବା ସହ କିଭଳି ମନ ଭରି ଉପ ଭୋଗ କରିବେ ତାଙ୍କୁ ନେଇ ବେଶ୍ ଉତ୍ସାହ ଥାଏ ଦର୍ଶକ ମାନଙ୍କ ମନରେ ଗତ ଦୁଇ ବର୍ଷ ଧରି କୋଭିଡି କଟକଣା ଥିବାରୁ ପାଳନ ହୋଇ ପାରୁନଥିଲା ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା କିନ୍ତୁ ଏଥର ଏବର୍ଷ ରେ ଜଳଦା ଗ୍ରାମରେ ଦୁଇ ବର୍ଷ ପରେ ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା ପାଳନ କରା ଯାଇଥିବା ରୁ ଦର୍ଶକ ମନରେ ଏତେ ଖୁସି,ଯାହାକି କହିଲେ ନସରେ ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା ଏହା ବହୁତ ବର୍ଷ ପୁରାତନ 9 ଦିନ ଧରି ପୂଜା ଅର୍ଚ୍ଚନା ପାଇଁ ଆସୁଛନ୍ତି ଡିଜିଟାଲ ସାଜ ସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣରେ ସଜେଇ ହୋଇ ରହିଛି ଏବେ ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା ମଣ୍ଡପ ପ୍ରଥମ ଦିନ ଭଜନ ସଂଧ୍ୟା ଓ ଦିତୀୟ ଦିନ ପାଲା ଏବଂ ତୃତୀୟ ଦିନ ମୋଲୋଡି କାର୍ଯ୍ୟ କମ୍ର ଦେଖିବାକୁ ମିଳିଥାଏ . ବିଭିନ୍ନ ଅଞ୍ଚଳରେ ମନୋରଞ୍ଜନ କାର୍ଯ୍ୟ କମ୍ର ଦେଖିବା ପାଇଁ ଆସିଥାନ୍ତି ପ୍ରାୟ 5 ହଜାର ରୁ 6 ଭିତରେ ଦର୍ଶକ ମାନଙ୍କୁ ଦେଖିବାକୁ ମିଳିଥାଏ . ଏହି ମନୋରଞ୍ଜନ କାର୍ଯ୍ୟ କମ୍ର ଦେଖିବାପାଇଁ ମଜ୍ଜା ନେଇ ଥାନ୍ତି ଦର୍ଶକ ଓ ଛୋଟ ଛୋଟ ପିଲା ମାନେ ନାଚରେ ଝୁମି ଯାଇଥାନ୍ତି . ଏହି ସାର୍ବଜନୀନ ପୂଜା କମିଟି ଓ ଗ୍ରାମ ବାସୀ ତତ୍ବାବଧାନରେ ମା ଧନଧାତ୍ରୀ ଗଜ ଲକ୍ଷ୍ମୀ ପୂଜା ଓ ମନୋରଞ୍ଜନ କାର୍ଯ୍ୟ କମ୍ର ସୂଚାରୁରୂପେ ପାଳନ କରି ଆସୁଛନ୍ତି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ

Leave a Reply

Your email address will not be published. Required fields are marked *