ଭୋଟ ଦେଲେ ଓଡ଼ିଶା ପ୍ରଗତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ରମେଶ ସାହୁ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଭୋଟ ଦେଲେ ଓଡ଼ିଶା ପ୍ରଗତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ରମେଶ ସାହୁ । ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସାରଂଗଯୋଡି ଗ୍ରାମ ପଞ୍ଚାୟତର ତୋରାଣିଆ ଗ୍ରାମର ତାରିଣୀ ସ୍କୁଲରେ ୧୧ ନମ୍ବର ବୁଥରେ ଓଡିଶା ପ୍ରଗତି ଦଳର ସାଧାରଣ ସମ୍ପାଦକ ରମେଶ ସାହୁ ଭୋଟର ଭାଇମାନଙ୍କ ସହିତ ଧାଡିରେ ଛିଡ଼ା ହୋଇ ନିଜର ମୂଲ୍ୟବାନ ଭୋଟ ଦେଇଥିଲେ ।

Leave a Reply

Your email address will not be published. Required fields are marked *