ସଂସ୍କୃତି ଭବନର ନବୀକରଣ ଏବଂ ଶୁଭ ଲୋକାର୍ପଣ

Spread the love

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ବଲାଙ୍ଗିର କୋଶଲ କଳାମଣ୍ଡଳ ପଡିଆ ପରିସରରେଓଡିଶା ସରକାର ଙ୍କ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ନବ ନିର୍ମିତ ଜ଼ିଲ୍ଲା ସଂସ୍କୃତି ଭବନ ର ନବୀକରଣ ଏବଂ ଶୁଭ ଲୋକାର୍ପଣ ହୋଇଯାଇଛି l ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଓଡିଶା ସରକାର ଙ୍କ ମାନ୍ୟବର ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଝlରୀ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ମାନ୍ୟବର ବିଧାୟକ ବଲାଙ୍ଗିର ଶ୍ରୀ ନରସିଂହ ମିଶ୍ର, ଶ୍ରୀ କଳିକେଶ ନାରାୟଣ ସିଂଦେଓ ଅଧ୍ୟକ୍ଷ ଓଡିଶା ଗୃହ ନିର୍ମାଣ ନିଗମ,ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଦେବକୀ ସାହୁ,ଶ୍ରୀମତୀ ଲିକା ସାହୁ ଅଧ୍ୟକ୍ଷ ପୌର ପରିଷଦ ବଲାଙ୍ଗିର, ଜ଼ିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ .

Leave a Reply

Your email address will not be published. Required fields are marked *