ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା

Spread the love

ଆଠଗଡ,(ନାଗରାଜ ନ୍ୟୁଜ): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାକୁ ସର୍ମଥନ ଜଣାଇ ତାଙ୍କ ଜନ୍ମ ମାଟି କଖଡି ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର କଖଡି ଛକ ଠାରେ ସ୍ଥାନୀୟ ଲୋକଙ୍କ ସହ ରୁଚିକାର ପରିବାର ଲୋକେ ଓ ସାଙ୍ଗ ସାଥୀ ପ୍ରତିବାଦ କରିବା ସହ ରାଜ ରାସ୍ତାରେ ଟାୟର ଜାଳି ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ ରହିଛି। ଫଲରେ ଗାଡିମଟର ଚଳାଚଳ ବନ୍ଦ ରହିଛି। ସକାଳ ୬ଟାରୁ ଦିନ ସଂଧ୍ୟା ପଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ।

Leave a Reply

Your email address will not be published. Required fields are marked *