ଆଇନଜୀବୀ ମାରଣ ନୀତି ବିରୁଦ୍ଧରେ ସତ୍ୟାଗ୍ରହ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ମାରଣନୀତି ବିରୁଦ୍ଧରେ ଓକିଲ ମାନଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘଆହ୍ୱାନ କ୍ରମେ ଆଜି ଗଁଦିଆ ଓକିଲ ସଂଘ ସଭାପତି ପ୍ରଦୀପ କୁମାର ସାହୁ ଙ୍କର ନେତୃତ୍ୱରେ ଗଁ ଦିଆ ଜେ ଏମ ଏଫ ସି କୋର୍ଟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ସତ୍ୟାଗ୍ରହ କରିଥିଲେ ଜେପ୍ରଯ୍ୟନ୍ତ ଓକିଲ ମାନଙ୍କୁ ନ୍ୟାୟ ନମିଳିଛି ସେହି ପ୍ରଯ୍ୟନ୍ତ ଏହି ଧାରଣା ଜାରୀରହିବ ଏଥିରେ ସଂଘ ସମ୍ପାଦକ ବିକ୍ରମ କେଶରୀ ସାହୁ ମାନସ କୁମାର ସାହୁ ହେମନ୍ତ କୁମାର ନାୟକ କିଶୋର କୁମାର ନାୟକ ଜୟକୃଷ୍ଣ ସାହୁସନ୍ତୋଷ କୁମାର ନାୟକ ପ୍ରକାଶ କୁମାର ମିଶ୍ର ଓ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଆଇନଜୀବୀ ଯୋଗଦାନ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *