Press the Power Of People
କଟକ, (ନାଗରାଜ ନ୍ୟୁଜ): ସିଲ ହେଲା କଟକ କଲେଜ ଛକ ଅମ୍ବର ହୋଟେଲ । ନିମ୍ନ ମାନର ଖାଦ୍ୟ ପରିବେଷଣ ଆଧାର ରେ ଆଜି ଏହି ହୋଟେଲକୁ ସିଲ କରିଛି ସିଏମସିର ସ୍ୱାସ୍ଥ୍ୟ ବିଭାଗ । ଏହାସହ ୧୫୦୦୦ ଫାଇନ ମଧ୍ୟ କାଟିଛି ସିଏମସି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.