ସିପକ ଟାକ୍ରୋ ଖେଳାଳି ବୁଲୁ ପାତ୍ରଙ୍କୁ ରାଜ୍ୟ ସରକାରଙ୍କ ୫ ଲକ୍ଷ ପ୍ରୋତ୍ସାହନ ରାଶି

Spread the love

କଟକ,

ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ସିପକ ଟାକ୍ରୋ ଖେଳାଳି ବୁଲୁ ପାତ୍ରଙ୍କୁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଥିବାରୁ ଓଡ଼ିଶା ରାଜ୍ୟ ସିପକ ଟାକ୍ରୋ ସଙ୍ଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ସଙ୍ଘର ପ୍ରମୁଖ ସଦସ୍ୟ ମହମ୍ମଦ ଗୁଲଫାମ, ନିରୋଧ ସ୍ବାଇଁ, ବ୍ରଜ ମୋହନ ସାହୁ,ଅକ୍ଷୟ କୁମାର ସାହୁ, ସଞ୍ଜୟ ନାୟକ, ପୃଥ୍ୱୀରାଜ ସାହୁ, ଦେବୁଲା ମହାନ୍ତି, ହମିଦ ମହାପାତ୍ର, ଲିଙ୍ଗରାଜ ପୃଷ୍ଟି, ଶେକ ୟୁନୁସ, ବିଶ୍ୱନାଥ ମିଶ୍ର,ଲଲଟେନ୍ଦୁ ସ୍ୱାଇଁ, ନବୀନ ନାୟକ, ମୁନା ଜେନା, ସୁବାଷ ସ୍ୱାଇଁ, ମିହିର ପ୍ରତାପ ଦାସ , ରୂପକ ପ୍ରସାଦ,କେ.ଭି.ରାଜଶେଖର, ରାମଚନ୍ଦ୍ର ବାରିକ ଓ ବ୍ରଜବନ୍ଧୁ କାଣ୍ଡି ସମ୍ବର୍ଦ୍ଧନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *