ସୁଧାଂଶୁବାଳାଙ୍କୁ ମିଳିଲା ଆଗୁଆ ଜାମିନ

Spread the love

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ଜେଲରେ ଥିବା OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ କେତେକ ନିର୍ଦିଷ୍ଠ ସର୍ତ୍ତ ରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।ଏହି ସର୍ତ୍ତ ଅନୁଯାୟୀ ବର୍ତ୍ତମାନ ଚାଲିଥିବା ତଦନ୍ତରେ ତଦନ୍ତକାରୀ ଅଧିକାରୀ ଙ୍କୁ ସମ୍ପୂର୍ଣ ସହଯୋଗ କରିବେ । ଯଦି କୌଣସି ପରସ୍ଥିତିରେ ତାଙ୍କୁ ଗିରଫ କରାଯାଏ ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *