ସୁରେଶ ମହାପାତ୍ରଙ୍କ ବିରୁଦ୍ଧରେ ପୁରୀରେ ନାରାବାଜି

Spread the love

ପୁରୀ, (ନାଗରାଜ ନ୍ୟୁଜ): ମୁଖ୍ୟ ଶାଚନସଚିବ ସୁରେଶ ମହାପାତ୍ରଙ୍କ ବିରୁଦ୍ଧରେ ପୁରୀରେ ନାରାବାଜି ସହିତ ଫଟୋରେ ଜୋତାମାଡ କଲେ ଜଗନ୍ନାଥ ସେନାର ସଦସ୍ୟଗଣ । ପ୍ରତ୍ନତତ୍ୱ ବିଭାଗ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ପରିକ୍ରମା ମାର୍ଗ କାର୍ଯ୍ୟ ହେବାଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ଥିବାର ଦର୍ଶାଇ ଥିଲେ। କିନ୍ତୁ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ସୂଚନା ଦେବାଦ୍ୱାରା ସାରା ପୁରିବାସୀଙ୍କ ନଜରରେ ସୁରେଶ ମହାପାତ୍ରଙ୍କ ମାନବିକତା କ୍ଷୁର୍ଣ୍ଣ ହେବା ସହିତ ଜଗନ୍ନାଥ ସେନାର ଆବାହକ ପିଙ୍କୁ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ସୁରେଶ ମହାପାତ୍ରଙ୍କ ତୈଳଚିତ୍ରକୁ ଜୋତାମାଡ କରିଥିଲେ।

Leave a Reply

Your email address will not be published. Required fields are marked *