ଚୈତନ୍ୟ ମଠ ପ୍ରାଙ୍ଗଣରେ ସ୍ବଛ ଭାରତ କାର୍ଯ୍ୟକ୍ରମ

Spread the love

କଟକ,(ନାଗରାଜ ନ୍ୟୁଜ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେବାପକ୍ଷ ଅବସରରେ କଟକନଗର ଭାଜପା ତରଫରୁ ଆଜି ସକାଳେ କାଠଯୋଡ଼ି ମଣ୍ଡଳ ସଭାପତି ଶ୍ରୀ ରତନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ମହମଦିଆ ବଜ଼ାର ସ୍ଥିତ ଶ୍ରୀ ଚୈତନ୍ୟ ମଠ ପ୍ରାଙ୍ଗଣରେ ସ୍ବଛ ଭାରତ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି, କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ଶ୍ରିତମ ଦାସ,ସ୍ବଛ ଭାରତ ଜିଲ୍ଲା ସଂଯୋଜକ ନଳିନୀ ରାୟ,ଦିବାକର ସାହୁ,ତାରା ପ୍ରସାଦ ମହାନ୍ତି, କାମାକ୍ଷା ପ୍ରସାଦ ମିଶ୍ର,ବିନୟ ଦାଶ,ଶ୍ରୀନିବାସ ରେଡି,ପ୍ରବୀଣା ମହାପାତ୍ର,ଶିବପ୍ରସାଦ ସେଠି, ଦେବାନନ୍ଦ ସିଂ,ମମତା ମହାନ୍ତି,ସଂଗ୍ରାମ ସିଂ,ଅମ୍ରୀତ ଆଚାର୍ଯ୍ୟ, ରଶ୍ମି ମହାପାତ୍ର,କମଳା କାନ୍ତ ବାରିକ,ଚିକୁ ନାଏକ,ଶାରଦା ଷଡଙ୍ଗୀ,ସଂଯୁକ୍ତା ମାଝୀ,ପ୍ରତିମା ସ୍ବାଇଁ,ପ୍ରିୟ ରଞ୍ଜନ ମିଶ୍ର,ୱାଇ ୱାଣୀ,ସତ୍ୟଭାମା ଘଡେଇ,ରଘୁନାଥ ଦତ୍ତ,ଅନୁପମ ଦାସ,ଦେବେନ୍ଦ୍ର ସିଂ ଓ ବିଜୟ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *