ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ,, ଅନୁଧ୍ୟାନ କରିବେ ୩ଜଣିଆ ଖଣ୍ଡପୀଠ

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍ କିଣାରେ ହୋଇଥିବା ଦୂର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ତଦନ୍ତ କରି ରିପୋଟ ଦାଖଲ…