ଆଜି କୁମାର ପୂର୍ଣ୍ଣିମା, କରୋନା ପାଇଁ ଘର କ‌ୋଣରେ ପାଳିଲେ କୁମାରୀ ,ଗଜଳକ୍ଷ୍ମୀ ପୂଜା ଫିକା

ଭୁବନେଶ୍ବର: ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଓଡ଼ିଶାର କୁମାରୀ ଝିଅ ମାନଙ୍କର ମୌଜ ମଜଲିସର ପର୍ବ। ଆଜିର ଦିନରେ ସାକଳୁ ଗାଧୋଇ…