ବିଧାନସଭାରେ ଗୃହୀତ ହେଲା କୋଭିଡ ନିୟମ ଉଲ୍ଲଂଘନ ବିଲ୍ ,ଉଲ୍ଲଂଘନ କାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା, ୨ ବର୍ଷ ଜେଲ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ସଂକ୍ରାମକ ରୋଗ ବିଲ-୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ବିରୋଧ ସତ୍ୱେ…