କରୋନା ପାଇଁ ବାଲିଯାତ୍ରା ବନ୍ଦ,କଟକ ଜିଲ୍ଲାପାଳଙ୍କ ସୂଚନା

କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି…