ରାସ୍ତା ଉପରୁ ଯୁବକର ଶବ ଉଦ୍ଧାର

ବାରଙ୍ଗ,୨୧।୯(ଏନ୍ ନ୍ୟୁଜ୍) ବାଙ୍କୀ ତ୍ରିଶୁଲିଆ ରାସ୍ତାର ବେଣ୍ଟକାରପଡା ହାଡବାଇ ଛକ ନିକଟରୁ ଜଣେ ଯୁବକର ଶବ ଉଦ୍ଧାର କରିଛି ବାରଙ୍ଗ ଥାନା…