ନଡ଼ିଆକତା ବୋଝେଇ ଟ୍ରକରୁ ୭୦ ଲକ୍ଷ ଟଙ୍କାର ଗ୍ରାମ୍ଗଞ୍ଜେଇ ଜବତ, ୨ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଗୋଡ଼ିପଡ଼ା ଚେକଗେଟ୍ ନିକଟରୁ ଆଜି ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି। ନାରକୋଟିକ୍ସ କଣ୍ଟ୍ରୋଲ…