ଓଡ଼ିଶାରେ ୨୪ ଘଣ୍ଟାରେ ୪୫,୯୧୪ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୫,୯୧୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୯,୩୨୭ଟି ଆରଟି-ପିସିଆର, ୩୬,୫୦୨ଟି ଆଣ୍ଟିଜେନ…