ଦୁଃଖରୁ ନିବୃତ୍ତି ଶୀର୍ଷକ ଆନ୍ତର୍ଜାତିକ ଅନଲାଇନ ଆଲୋଚନା ଚକ୍ର ଆୟୋଜିତ

ଟରୋଣ୍ଟୋ/ଦୁବାଇ/ଆମଷ୍ଟର଼ଡ୍ୟାମ/ଆୱାଲି/ନୂଆଦିଲ୍ଲୀ/କୋଚି/କୋଲକାତା/ଭୁବନେଶ୍ୱର: ପ୍ରତିକୂଳ ପ୍ରରିସ୍ଥିତି ଦୁଃଖର କାରଣ ବୋଲି ବିଶିଷ୍ଟ ବାନପ୍ରସ୍ଥ ସାଧକ ସ୍ବାମୀ ମୁକ୍ତାନନ୍ଦ ପରିବ୍ରାଜକ ଏବଂ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ…