ଚିନ୍ତା ବଢ଼ାଇଲାଣି ଦିଲ୍ଲୀରେ ବାୟୁ ପ୍ରଦୂଷଣ, ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସୀମା ଟପିଛି । ଏକ ସପ୍ତାହରୁ ଉର୍ଦ୍ଧ୍ଵ ହେବ ଦିଲ୍ଲୀରେ ପ୍ରଦୂଷଣମାତ୍ରା ବଢ଼ି ଚାଲିଛି…