ଦ୍ୱାଦଶ ପରୀକ୍ଷା ବାତିଲ ଦାବିରେ କାକଟପୁରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ ଓ ନୟାହାଟର ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟରାସ୍ତାରେ ଦ୍ୱାଦଶ ପରୀକ୍ଷା ବାତିଲ…