ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ଵର,(ନାଗରାଜ ନ୍ୟୁଜ): ଗତକାଲି ଠାରୁ ବଦଳୁଛି ରାଜ୍ୟର ପାଣିପାଗ । ଆଜି ମଧ୍ୟ କିଛି ସ୍ଥାନରେ କୋହଲିଆ ପାଗ ଦେଇଥିବା ଜଣାପଡ଼ିଛି…