କଟକ, (ନାଗରାଜ ନ୍ୟୁଜ): ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଡବ୍ଲୁଏଫ ୱାର୍ଲଡ ଟୁର ସୁପର ହଣ୍ଡରେଡ୍ ୱାର୍ଲଡ ରାଙ୍କିଙ୍ଗ…
Tag: #odisha
ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ କଲ୍ୟାଣ ଉପସମିତି ବୈଠକ ଅନୁଷ୍ଠିତ
ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ କଲ୍ୟାଣ ଉପସମିତି ବୈଠକ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ…
ପୁରୀ ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ
ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀଜଗନ୍ନାଥ ସଂସ୍କୃତି କିଭଳି ସାରା ବିଶ୍ୱରେ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ…
ପୁରୀରେ ୫ ବର୍ଷର ଝିଅକୁ ଦୁଷ୍କର୍ମ ଘଟଣା, ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଟାଉନଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଲେନ୍ ରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା…
ଅଧିକ ସନ୍ତାନ ଥିବା ପିତାମାତାଙ୍କୁ ନିର୍ବାଚନରୁ ବାଦ ଦେବା ଘଟଣା, ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ
ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ ଓ ଖୁଣ୍ଟସମଲେଇ ଆଦି…
ପରିବା ମାର୍କେଟରୁ ଦୁଇ ଲୁଟେରାଙ୍କୁ କାବୁ କଲେ ଭୁବନ ବାସିନ୍ଦା
ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଭୁବନ ପରିବା ମାର୍କେଟରୁ ଶିକ୍ଷକ ମନୋଜ ସାହୁଙ୍କ ମୋବାଇଲକୁ ଝାମ୍ପି ନେଇଥିଲେ…
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଖଇରାରେ ଚାଲିଥିଲା ନକଲି ମଦ ତିଆରି
ଖଇରା, (ନାଗରାଜ ନ୍ୟୁଜ): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଖଇରାରେ ଚାଲିଥିଲା ନକଲି ମଦ ତିଆରି । ପ୍ରକାଶ ଥାଉକି କୌଣସି…
ପୁଲିସ ଗାଡ଼ିକୁ ଦେଖି ଯୁବକ ଗୁରୁତର ଆହତ
ପୁରୀ, (ନାଗରାଜ ନ୍ୟୁଜ): ବ୍ରହ୍ମଗିରି ଥାନା ଅନ୍ତର୍ଗତ ଭଣ୍ଡାରୀକୁଡ଼ା ଗ୍ରାମର ପ୍ରଫୁଲ ପାଇକରାୟଙ୍କ ପୁଅ ସନାତନ ପାଇକରାୟ ରାତିରେ କେନାଲ ବନ୍ଧରେ…
ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନୂଆ ଚେତାବନୀ
ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ନେଇ ନୂଆ ଚେତାବନୀ ଜାରି କରିଛି । ଆଗାମୀ ଦିନରେ ଓମିକ୍ରନ୍…