ସୁର୍ଡ଼ାରେ ଆଦିବାସୀ ମେଳି ଅନୁଷ୍ଠିତ

ଟିଟଲାଗଡ଼, (ନାଗରାଜ ନ୍ୟୁଜ): ଆଦିବାସୀ ଅଧ୍ୟୁଷିତ ଟିଟିଲାଗଡ଼ ବ୍ଲକ ସୁର୍ଡ଼ା ଗାଁରେ ଉପଖଣ୍ଡ ସ୍ତରୀୟ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି…