କେନ୍ଦ୍ର ଶ୍ରମୀକ ସଂଗଠନ ଆବାହନ କ୍ରମେ ବାରଙ୍ଗ ବ୍ଲକ ସମ୍ମୁଖରେ ସାଧାରଣ ଧର୍ମଘଟ

ବାରଙ୍ଗ: କେନ୍ଦ୍ରର ଶ୍ରମୀକ ସଂଗଠନ ତରଫରୁ ଦିଆଯାଇଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରାରେ ବାରଙ୍ଗ ବ୍ଳକରେ ଏସ୍.ୟୁ,ସି.ଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟ୍…