ଆଠଗଡ ଓକିଲ ସଂଘ ନିର୍ବାଚନ୍ ଶାନ୍ତି ଓ ଶୃଙ୍ଖଳାର ସହିତ ଶେଷ

Spread the love

କଟକ:ଆଠଗଡ କୋର୍ଟ ପରିସରରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଓକିଲ ସଂଘ ନିର୍ବାଚନ । ଚଳିତ ଥର ସଭାପତି ପ୍ରାର୍ଥୀ ସତ୍ୟନ ପଣ୍ଡା ନିକଟତମ ପ୍ରତିଦ୍ବନ୍ଦି ଅରୁଣ ମହାନ୍ତିଙ୍କୁ ୩୦ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ସେହିଭଳି ସଂପାଦକ ପ୍ରାର୍ଥୀ ମନୋରଞ୍ଜନ ମହାନ୍ତି ୫ଖଣ୍ଡ ଭୋଟରେ , ଉପସଭାପତି ପ୍ରାର୍ଥୀ ରାଜେନ୍ଦ୍ର ନାରାୟଣ ମହାପାତ୍ର ୯ଖଣ୍ଡ ଭୋଟ ,କୋଷାଧ୍ଧକ୍ଷ ପ୍ରାର୍ଥୀ ସୁଜିତ କୁମାର ପଟ୍ଟନାୟକ ୩୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଓକିଲ ସଂଘର ବରିଷ୍ଠ ସଭ୍ୟ ମାନେ ଜିତିଥିବା ସଦସ୍ୟ ମାନଙ୍କୁ କୋର୍ଟ ପରିସରରେ ଥିବା ସଭା ଗୃହରେ ଶପଥ ପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *