ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସତ୍ୟପାଠ ଦାଖଲ କଲା ଏଏସଆଇ

Spread the love

କଟକ,(ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସତ୍ୟପାଠ ଦାଖଲ କଲା ଏଏସଆଇ। ରାଜ୍ୟ ସରକାର ଓ ଏଏସଆଇ ମିଳିମିଶି ନିର୍ମାଣ କାର୍ଯ୍ୟ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଏଏସଆଇ ଦ୍ଵାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ବ୍ୟକ୍ତ କଲେ କୋର୍ଟ। ନିର୍ମାଣ ଯୋଗୁଁ କୌଣସି କ୍ଷତି ଘଟିଛି କି ନାହିଁ ଜଣାଅ।୨୦ ଜୁନ ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ। ମାମଲାର ପରବର୍ତ୍ତି ଶୁଣାଣି ଜୁନ ୨୨ ରେ ହେବ।

Leave a Reply

Your email address will not be published. Required fields are marked *