Press the Power Of People
ଭୂବନେଶ୍ଵର, (ନାଗରାଜ ନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାର ୩୮ ନମ୍ବର ଖୁଆଡରେ ଏକ ସମ୍ବର ଶାବକ ଜନ୍ମଲାଭ କରିଛି । ଫଳରେ ମୋଟ ସମ୍ବର ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ୪ ଅଣ୍ଡିରା, ୭ ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନ ଥିବା ଗୋଟିଏ ଛୁଆ ଅଛି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.