ହତ୍ୟା ଘଟଣାର ପର୍ଦ୍ଧାଫାଶ କଲା କଟକ କମିଶନରେଟ୍ ପୋଲିସ୍

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ଲାଲବାଗ ଥାନା ଓଡ଼ିଆ ବଜାର କୁତାଖାଇ ଗଳିରେ ଗତ ୧୫ ତାରିଖ ରେ ହୋଇଥିବା- ବି – ଗୁଣାବତୀ ନାମକ ମହିଳା ଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କଟକ କମିଶନର ରେଟ ପୋଲିସ୍ ।  ବି- ଗୁଣାବତୀ ଙ୍କ ପୁଅ ର ଲାପଟପ ରେ ଥିଲା କିଛି ଆପତ୍ତି ଜନକ ଭିଡ଼ିଓ । ଯାହା ପାଇଁ ଅଭିଯୁକ୍ତ ମାନେ ବି-ଗୁଣାବତୀ ଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।  ଦୁଇ ଅଭିଯୁକ୍ତ ଭାଇ ୱାଇ ସୁନିଲ , ୱାଈ ସୁଦୀପ । ଏହି ଘଟଣା କିପରି ଘଟାଇଛନ୍ତି ତାହାର ଅବିକଳ ଲାଇଭ ରିକ୍ରିଏସନ ପରେ ପୋଲିସ ପ୍ରକୃତ ଘଟଣା କଣ ଆଉ ଏହି ଘଟଣା ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜଣା ପଡିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

Leave a Reply

Your email address will not be published. Required fields are marked *