Press the Power Of People
କଟକ, (ନାଗରାଜ ନ୍ୟୁଜ): ଆଠଗଡ଼ ଥାନା କନ୍ଦରପୁର ଗ୍ରାମର ଏକ କୁକୁଡା ଫାର୍ମ ପାଖରୁ ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ । ଯୁବକଙ୍କୁ ମାରିଥିବା ନେଇ ଘଟଣା ସ୍ଥଳରେ ଉତ୍ତେଜନା । କୁକୁଡା ଫାର୍ମ ଭଙ୍ଗାରୁଜା । ଆଠଗଡ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.