ହେମଗିରିରୁ ଦନ୍ତା ହାତୀର ଗଳିତ ଶବ ଉଦ୍ଧାର 

Spread the love

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେଞ୍ଜ ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ବୃଦ୍ଧ ହାତୀର ଗଳିତ ଶବ ଉଦ୍ଧାର କରାଯାଇଛି। ଦନ୍ତା ହାତୀଟିର ଗଳିତ ଶବ ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲର ଡୁଙ୍ଗାଖୋଳ ନିକଟରେ ପଡିଥିଲା। ଶବଟି ପ୍ରାୟ ଏକ ସପ୍ତାହର ହେବ ବୋଲି ବନ ବିଭାଗ କର୍ମଚାରୀମାନେ ଅନୁମାନ କରୁଛନ୍ତି।ଦନ୍ତାଟିର ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *