ବ୍ୟକ୍ତିଙ୍କ ସଚୋଟତା, ପାଇଥିବା ଟଙ୍କାକୁ ଫେରାଇ ଦେଖାଇଲେ ମାନବିକତା

Spread the love

କଟକ,(ନାଗରାଜ ନ୍ୟୁଜ): ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ଆସିଥିବା ଜୈନିକ ବ୍ୟକ୍ତିଙ୍କର ମନିପର୍ଷ ଟି ହଜି ଯିବାର ମାସେ ପରେ ଉକ୍ତ ଅଫିସ ଜଣେ କର୍ମଚାରୀ ପାଇ ଆଜି ତାଙ୍କୁ ଡାକି ତାଙ୍କ ପର୍ସଟି ପାଇ ହସ୍ତାନ୍ତର କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୧୩ ତାରିଖ ଦିନ ସାଲେପୁର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟର କର୍ମଚାରୀ ଅନିରୁଦ୍ଧ ସାମଲ ନିଜ କାମରେ ବ୍ୟସ୍ତ ଥିବା ବେଳେ ଏକ ମାନିପର୍ସ ପଡ଼ି ଥିବାର ଦେଖି କାହାର ଟଙ୍କା ହଜିଜି ପଚାରିଥିଲେ ମାତ୍ର କିଛି ଜଣା ପଡ଼ି ନଥିଲା ପରେ ଉଛ ଅଧିକାରୀ ମାନଙ୍କୁ ଜଣାଇବା ପାରେ ସିସିଟିଭି ଝାଞ୍ଜ ପରେ ନିଶ୍ଚିନ୍ତ କୋଇଲି ଅଞ୍ଚଳ ର ଶେଖ ଅକାୖଲଙ୍କ ଟଙ୍କା ବୋଲି ଜାଣିବାକୁ ପାଇଲା ପରେ ଆଜି ତାଙ୍କୁ ଡାକି  ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ମାନଙ୍କ ଉପସ୍ଥିରେ ବରିଷ୍ଠ ଅଧିକାରୀ ପବିତ୍ର ଜେନା ଶେଖ ଅକୁଳାଙ୍କୁ ହଜିଥିବା ୬୦୦୦ ଟଙ୍କା ଫେରାଇ ଥିଲେ । ଏନେଇ ଅନିରୁଧ୍ ଙ୍କୁ ଏହି ସଚୋଟତା କାର୍ଯ୍ୟ ପାଇ ବିଦ୍ୟୁତ କାର୍ଯ୍ୟାଳୟ ତରଫରୁ ଧନ୍ୟବାଦ ଦିଆଯାଇଛି । ଅପରପକ୍ଷେ ନିଜ ହଜିଥିବା ଟଙ୍କା ପାଇ ବେସ୍ ଖୁସିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *